ଦିନକେ ଦିନ ସୁନ୍ଦରଗଡ଼ନେ ବଢବାକେ ଲାଗିଛେ ଯୁବତୀ ଚାଲାନ । ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ରୋଜଗାରର ଲୋଭ ଦେଖେଇ କି ଦଲାଲ୍ ମାନେ ମଧ୍ୟପ୍ରଦେଶରେ ବିକି ଦେଇଥିବାର୍ ପରେ ଏବେ ରାଉରକେଲା ମାଲଗୋଦାମ ଅଞ୍ଚଳରେ ସାହାଯ୍ୟର ହାତ ବଢ଼େଇ କି ଗୁଟେ ଝିକେ ରାଜସ୍ଥାନନେ ବିକିଦେଇଥିବାର୍ ଅବିଯୋଗ୍ ଆଇଛେ ।
#Broker #Police #Policestation #minors #job #girlSale #Rajastan #Rourkela #Complaint #Malgodam #Argusnews #Odisha