ଅସହାୟ ଅବସ୍ଥାରେ ପଡିଛନ୍ତି ଦିବ୍ୟାଙ୍ଗ ପରିବାର l ନୟାଗଡ଼ ସଦର ବ୍ଲକ ଅନ୍ତର୍ଗତ ସିପାହୀ ଅସୁରଢ଼ୀପା ଗ୍ରାମରେ ସନାତନ ବେହେରା ଅସହାୟ ଅବସ୍ଥାରେ ଦିନ କାଟୁଥିବା ବେଳେ ବାରମ୍ବାର ଗୁହାରି ପରେ ବି ସନାତନଙ୍କ ପାଇଁ ସରକାରୀ ସହାୟତା ପାଲଟିଛି ସାତ ସପନ l
#Nayagarh #handicapped #help #GovtSchemes #Odisha #ArgusNews