ରାଜଧାନୀରେ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲା । ବିଲ୍ ପାଇଁ ହୋଇଥିଲା ବିବାଦ । ୩୫ ହଜାର ଟଙ୍କା ହୋଟେଲ ବିଲ ପାଇଁ ସାଙ୍ଗମାନଙ୍କ ସହ ହୋଇଥିଲା ବଚସା । ଘରୁ ଟଙ୍କା ଆଣି ମନୀଷ ଏକା ବିଲ୍ ଦେଇଥିବା ସୂଚନା ଦେଲା ପୋଲିସ ।
#Bhubaneswar #ManishAnuragdeathcase #HotelBill #arguments #Phulbani #PoliceStation #surrendered #DineshMohapatra #Mrutyunjaya #investigating #SantoshJena #Nibeditadas #Odisha #ArgusNews