ରାଜନୀତିରେ ପାଦ ଥାପିଲେ ବିଦେଶୀ ଫେରନ୍ତା ସଫ୍ଟୱେର ଇଞ୍ଜିନିୟର । ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ଜୋନ-2 ର ଜିଲ୍ଲା ପରିଷଦ ପ୍ରାର୍ଥୀ ରତିକାନ୍ତ ପଣ୍ଡାଙ୍କୁ ନେଇ ଏବେ ଅଞ୍ଚଳରେ ବେଶ୍ ଚର୍ଚ୍ଚା । ଦିନେ ସେ କାନାଡ଼ା ଦେଶର ଏକ ନାମୀ କମ୍ପାନୀରେ ଚାକିରୀ କରୁଥିଲେ କିନ୍ତୁ ଏବେ ରାଜନୈତିକ ମୈଦାନରେ ଓଲ୍ଲାଇ ଘରେ ଘରେ ବୁଲି ଭୋଟ ଭିକ୍ଷା କରୁଛନ୍ତି
#Nabarngapur #PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection #Odisha #ArgusNews