ବିଜେଡି ସରକାର ଉପରେ ବର୍ଷିଲେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଙ୍କ ଭଉଣୀ ଅଞ୍ଜଳି ସୋରେନ। କହିଲେ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ସବୁଥିରୁ ବଞ୍ଚିତ ସୁନ୍ଦରଗଡ଼ଜିଲ୍ଲା ଆଦିବାସୀ ! ଡିଏମଏଫ ଫଣ୍ଡ ର ଚାଲିଛି ଲୁଟ
#ArgusNews #Odisha #ArgusNewsTV #Jharkhanda #OdishaGovt #anjalisoren