ପବିତ୍ର ବାହୁଡା଼ ଯାତ୍ରାରେ ଆଜି ଆପଣଙ୍କୁ ପ୍ରଭୁ ଜଗନ୍ନାଥଙ୍କ ଏଭଳି ଏକ ଭକ୍ତଙ୍କ ସହିତ ପରିଚୟ କରାଇବୁ ଯିଏ କି ଜନ୍ମରୁ ଦିବ୍ୟାଙ୍ଗ। ନିଜେ ଚାଲିବାକୁ ଅକ୍ଷମ ହୋଇଥିଲେ ମଧ୍ୟ ଶଗଡ଼ ଗାଡ଼ି ସାହାଯ୍ୟରେ ପ୍ରତ୍ୟେକ ଦିନ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଧାଇଁ ଆସନ୍ତି।
#ArgusNews #Odisha #Bahudayatra #Cuttack #banki