ଶ୍ରୀମନ୍ଦିରରେ ଚାଲିଛି ରୁପା ଦ୍ୱାର କାର୍ଯ୍ୟ ।ବେହରଣ ଦ୍ଵାରକୁ କଢା ଯାଇ ତାକୁ ମ୍ୟୁଜିଅମରେ ରଖାଯାଇଛି ।ସେପଟେ ସେହି ଦ୍ୱାର ବନ୍ଧରେ ଷ୍ଟିଲ ଫ୍ରେମ ଲଗାଯାଇଥିବା ବେଳେ ସେଥିରେ ବର୍ମାଟିକ କାଠରେ ତିଆରି ଦ୍ଵାରକୁ ଲଗାଯିବ ଓ ତା ଉପରେ ରୁପା ଛାଉଣୀ କରାଯିବ ।
#ArgusNews #ArgusNewsTV #Odisha #Puri #DoorWork #Shreemandir