#ସତ_ଥିଲା_ସତୀଚଉରାର_ଏଇ_ଜୁଇର_ଚିତ୍ର !
#ସତ_ଥିଲା_ସତ୍ୟନଗର_ଶ୍ମଶାନର_ଏ_ଦୃଶ୍ୟ !
କୋଭିଡ୍ ମୃତ୍ୟୁ ସଂଖ୍ୟା ଲୁଚାଇବା ପାଇଁ ସରକାର କରିଥିବା ଷଡଯନ୍ତ୍ରର ଗୁମର ଖୋଲିଗଲା। ଆଜି ଡିଏମଇଟି କହୁଛନ୍ତି ଯେ ଏବେ ଆସୁଥିବା ମୃତ୍ୟୁ ସଂଖ୍ୟା ରିୟଲ ଟାଇମର ନୁହେଁ। ସେହି ଅନୁସାରେ ନୟାଗଡ଼ରେ ବି ମୃତ୍ୟୁ ସଂଖ୍ୟା ହଠାତ୍ ବଢିଯାଇଛି
#ArgusNews #Odisha #ArgusNewsTV #CovidDeath #deathRate #DMET #Nayagarh