ମୟୂରଭଞ୍ଜ ବାଙ୍ଗିରିପୋଶୀ ବ୍ଲକର ବଡଗାଁ ପଞ୍ଚାୟତରେ ପ୍ରମୁଖ ସମସ୍ୟା ହେଉଛି ସ୍ଵାସ୍ଥ୍ୟସେବା । ଡାକ୍ତର ତ ଆସୁଛନ୍ତି ହେଲେ ସପ୍ତାହକୁ ୨କି ୩ ଥର ସେ ବି ୨ଘଣ୍ଟା ପାଇଁ। ଗାଁ ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ। ଦେଖନ୍ତୁ ପୁରା ରିପୋର୍ଟ।
#Mayurbhanj #bangiriposi #badagan #issue #problemes #healthissues #healthservices #doctor #RoadProblem #Odisha #ArgusNews