କଥା ଦେଇ କଥା ରଖିଲେନି ରାଜ୍ୟ ସରକାର। ସରୁନି ଆତ୍ମସମର୍ପଣ କରିଥିବା ମାଓ ନେତ୍ରୀ ତୁଳସୀଙ୍କ ଦୁଃଖ। କଥା ଦେଇ ଭୁଲିଗଲା ଗୃହ ବିଭାଗ। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଥିବା ନକ୍ସଲଙ୍କ ପାଇଁ ଥିବା ସରକାରୀ ନିୟମକୁ ନେଇ ପ୍ରଶ୍ନ ଉଠିଲାଣି।
#ArgusNews #Odisha #Koraput #Narayanpatna #Naxal