ମହାମାରୀ କରୋନା କାଳରେ ଅସହାୟଙ୍କ ସାହାର ପଲଟିଛନ୍ତି ଭୁବନେଶ୍ବରର ଆସ୍ଥା ଫାଉଣ୍ଡେସନ। ଫାଉଣ୍ଡେସନ ପକ୍ଷରୁ ମହାମାରୀ ସମୟ ରେ ବିଭିନ୍ନ ଲୋକଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଇବା ସହ ଅନେକ ସଚେତନତା ମୂଳକ କାର୍ଯ୍ୟକଳାପ କରାଯାଉଛି
#ArgusNews #Odisha #ArgusNewsTV #NewsChannel #Bhubaneswar #Astha_Foundation #Social_Service