ଛୋଟ ପିଲାଙ୍କ ପାଇଁ ଖୋଲିଲା ସ୍କୁଲ । ପୁରୀରେ ଛୋଟ ପିଲା ମାନଙ୍କ ପାଇଁ ବଚପନ୍ ସ୍କୁଲ ଖୋଲିଛନ୍ତି ଭଗବାନ ଦାସ୍ । ପବିତ୍ର ସରସ୍ୱତୀ ପୂଜା ଅବସରରେ ପୁରୀ ତାଳବଣିଆ ଥାନା ବ୍ୟାଙ୍କ କଲୋନୀରେ ସାଇ ବିଦ୍ୟାମନ୍ଦିର ସ୍କୁଲର ଶୁଭ ଉଦଘାଟନ ହୋଇଛି
#Puri #Kidsplayschool #BhagawanDas #SaiVidyamandir #ArgusNews