୧୫ ଜିଲ୍ଲାରେ ୩୦ ବ୍ଲକରେ ସ୍ୱାଭାବିକ ଠୁ କମ ବର୍ଷା ହୋଇଛି । ମୁଖ୍ୟଶାସନ ସଚିବ ଏପିସି ଓ ଉନ୍ନୟନ କମିଶନଙ୍କ ଉପସ୍ଥିତିରେ ଜିଲ୍ଲା ପାଳଙ୍କ ସହ ଆଲୋଚନା ହୋଇଛି । ଆବଶ୍ୟକ ସ୍ଥଳେ କୃଷି ଶ୍ରମିକଙ୍କୁ ମନରେଗା କିମ୍ଭା ଅନ୍ୟ ସ୍କିମରେ କାମ ଯୋଗାଇ ଦିଆଯିବ ସେ ନେଇ ଆଲୋଚନା ହୋଇଛି । ବର୍ତ୍ତମାନ ମଏଶ୍ଚର ଷ୍ଟ୍ରେସ ସ୍ଥିତି ରହିଛି। ମରୁଡି ସ୍ଥିତି ନୁହେଁ : ଏସ.କେ.ବଶିଷ୍ଟ,କୃଷି ସଚିବ
#Rain #Weather #Agriculture #Farmer #drought #skbasista #ArgusNews #Odisha