ରାଜଧାନୀ ଶତାଦ୍ଧୀ ନଗର ଡ୍ରେନ୍ରୁ ଛାତ୍ର ନିଖୋଜ ଘଟଣା । ୧୯ଘଣ୍ଟା ପରେ ମିଳିଲା ନିଖୋଜ ଛାତ୍ର ଜ୍ୟୋତିଙ୍କ ମୃତଦେହ । ଅଗ୍ନିଶମ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ଭୁବନେଶ୍ୱର ପଞ୍ଚସଖା ନଗର ଡ୍ରେନ୍ରୁ ଠାବ ହୋଇଛି ଜ୍ୟୋତିଙ୍କ ମୃତଦେହ ।
#odisha #ArgusNews #drowning #ShatabdiNagarBhubaneswar #boy