"ଲାଜ ସରମ ଥିଲେ ଗୃହ ରାଜ୍ୟମନ୍ତ୍ରୀଙ୍କୁ ବହିଷ୍କାର କର"
ମାହାଲିଙ୍ଗ କଲେଜର ଝିଅମାନେ ଭବାନିପାଟଣାର କେଉଁ ଲଜରେ ରହୁଥିଲେ ? କେଉ ଲଜ ଆଡ୍ଡା ସାଜିଥିଲା ଗୃହ ରାଜ୍ୟମନ୍ତ୍ରୀଙ୍କର ? ଲଜ ମାଲିକଙ୍କ ସହ ମନ୍ତ୍ରୀ କେଉଁଠି ରିଏଲ ଇଷ୍ଟେଟ ଓ ମଲ୍ କରିଛନ୍ତି ? ଶୁଣନ୍ତୁ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ବିସ୍ଫୋରକ ବୟାନ
#Congress #MahalingCollegeIssue #JusticeForMamita #BhaktaCharanDas #ArgusNews