ପ୍ଲଟିଂ ହେଇ ବିକ୍ରି ହେଉଛି ରାଉରକେଲା ମହାନଗର ନିଗମ ଅଂଚଳର ସରକାରୀ ଜମି । ସରକାରୀ କାମ କରିବାକୁ ଦେଉନାହାନ୍ତି ଶାସକ ଦଳର ଜମି ମାଫିଆ । ବିରୋଧ କଲେ ଗୁଣ୍ଡା ଲଗେଇ ଘର ଭାଙ୍ଗିବା ସହ ଧମକ ଚମକ ଦେଉଛନ୍ତି ଜମି ମାଫିଆ । ସବୁ ଜାଣି ନୀରବ ପ୍ରଶାସନିକ ଅଧିକାରୀ
#Rourkela #LandScam #LandMafia #GovtLand #ArgusNews