#ବିଜୁଳି_ଟ୍ରାନ୍ସଫରମର୍_ଫାଟିବାର_ଲାଇଭ_ଦୃଶ୍ୟ
କଟକର ସେକ୍ଟର ୭ ଅଞ୍ଚଳରେ ବିଳମ୍ବିତ ରାତିରେ ଟ୍ରାନ୍ସଫରମର୍ ଟି ଭିଷଣ ଶବ୍ଦ କରି ଫାଟିଥିଲା । ମାତ୍ର ମାସକ ତଳେ ବିଜୁଳି ବିଭାଗ ଦ୍ୱାରା ଏହି ଟ୍ରାନ୍ସଫରମର୍ ଲଗାଯାଇଥିବା କହିଛନ୍ତି ସ୍ଥାନିୟ ଲୋକେ ।
#ArgusNews #Odisha #ArguNewsTV #transformerblast #Cuttack #cuttackcity #cdasector7