ସାଲେପୁର ବିଡ଼ିଓଙ୍କ ବିରୁଦ୍ଧରେ ପୁଣି ଆସିଛି ସଂଙ୍ଗୀନ ଅଭିଯୋଗ। ଥାନାରେ ଅଭିଯୋଗ କରିଛନ୍ତି ସାଲେପୁର ରୋଧପୁର ଗାଁର ଶୁଶାନ୍ତ ଦାଶ। ବାରମ୍ବାର ଗାଳି ଗୁଲଜ ଧମକ ଦେବା ଫଳରେ ମାନଷିକ ଭାରସାମ୍ୟ ହରାଇ ଶୁଶାନ୍ତ ବ୍ଲକ କାର୍ଯ୍ୟଳୟରେ ମୁର୍ଚ୍ଛା ଯାଇଁ ହୃଦଘାତର ଶିକାର ହୋଇଥିଲେ। ଏନେଇ ସେ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି।
#Salepur #BDO #Abused #seriousallegation #heartattack #Odisha #ArgusNews