#ଅମୃତ_ସନ୍ଦେଶ_ଓଡିଆ_ବୀର_ଚାଖି_ଖୁଣ୍ଟିଆ
ଚାଖି ଖୁଣ୍ଟିଆ : ଯାହାଙ୍କ ଶକ୍ତି ଆଉ ବିଚକ୍ଷଣ ବୁଦ୍ଧି ଆଗରେ ବ୍ରିଟିଶ୍ ହାର ମାନିଥିଲେ । ଚାଖି ସିନା ଆଜି ନାହାଁନ୍ତି , ହେଲେ ତାଙ୍କ ବିରତ୍ଵ ଆଜି ପ୍ରତିଟି ଓଡିଆଙ୍କୁ ଆଉଥରେ ମନେ ପକାଇବାକୁ ବାଧ୍ୟ କରିଛି ।
#amrutsandesh #ChakhiKhuntia #british #odiabira #Odisha #ArgusNews