#କୋଟିଆକୁ_ନେଇ_ଆନ୍ଧ୍ରର_ପୁଣି_ନୂଆ_ଚାଲ୍
#ନେରେଡିୱାଲାସା_ଗାଁରେ_ଆନ୍ଧ୍ର_ନେତା_ଓ_ଓକିଲଙ୍କ_ଧାରଣା
କୋଟିଆ ଉପରେ ଓଡ଼ିଶାର ଯେତିକି ଅଧିକାର ଅନ୍ଧ୍ରର ମଧ୍ୟ ସେତିକି ଅଧିକାର ଅଛି କହି ହାଟକୁ ଆସିଥିବା ଲୋକଙ୍କୁ ଡାକି ଏମିତି ଫଟୋ ସେସନ କରିଥିଲେ ଆନ୍ଧ୍ର ନେତା । ଆଉ ଏ ଚିତ୍ର ବି ଦେଖନ୍ତୁ ନେରିଡିୱାଲସାରେ ଲୋକଙ୍କୁ ବାଣ୍ଟିବାକୁ ବସ୍ତା ବସ୍ତା ଚାଉଳ ପହଁଞ୍ଚାଇଛି ଆନ୍ଧ୍ର ସରକାର ।
#ArgusNews #AndhraPradesh #BorderIssue #BorderDisput #Kotia #Koraput #Odisha