#ଅର୍ଚ୍ଚନା_ନାଗ୍ଙ୍କ_ରହିଛି_ବାଲେଶ୍ବର_ଲିଙ୍କ୍
ଅର୍ଚ୍ଚନା ଗୋଟିଏ ସମୟରେ ବାଲେଶ୍ଵର କମର୍ଦ୍ଦା ବ୍ଲକ ଅନ୍ତର୍ଗତ ଏକ ଘରୋଇ କଲେଜରେ ଯୁକ୍ତ ୨ ବିଜ୍ଞାନ ବିଭାଗରେ ପାଠ ପଢୁଥିଲେ ଅର୍ଚ୍ଚନା। ଅତ୍ୟନ୍ତ ଧୀର,ନମ୍ର,ଶାନ୍ତ ଓ ସରଳ ସ୍ବଭାବର ଛାତ୍ରୀ ଥାଇ ଦ୍ବିତୀୟ ଶ୍ରେଣୀରେ ପାସ କରିଥିଲେ ।
#ArchanaNag #Blackmail #Balasorelink #collage #study #komardha #ArgusNews #Odisha