#୨୭_ଘଣ୍ଟା_ମଧ୍ୟରେ_୪୦୦_କିମି_ସାଇକେଲ_ଯାତ୍ରା
#୨୦_ଜଣ_ପ୍ରତିଯୋଗୀଙ୍କୁ_ନେଇ_ଆରମ୍ଭ_ହେଲା_ଅଡାକ୍ସ_ସାଇକ୍ଲାଥନ୍
ସାଇକେଲ ଚାଳନା ପ୍ରତି ଅଧିକରୁ ଅଧିକ ଲୋକଙ୍କୁ ଆକୃଷ୍ଠ କରିବାକୁ ନିଆରା ପ୍ରୟାସ । ୨୦ ଜଣ ପ୍ରତିଯୋଗୀଙ୍କୁ ନେଇ ଆରମ୍ଭ ହୋଇଛି ଅଡାକ୍ସ ସାଇକ୍ଲାଥନ୍ । ଯେଉଁଥିରେ ୨୭ ଘଣ୍ଟା ମଧ୍ୟରେ ପ୍ରତିଯୋଗୀଙ୍କୁ ସାଇକେଲରେ ଯିବାକୁ ହେବ ୪୦୦ କିଲୋମିଟର । ୨୦ ପ୍ରତିଯୋଗୀଙ୍କ ମଧ୍ୟରେ ଅଛନ୍ତି ୩ ଜଣ ମହିଳା ।
#AudaxCyclothon #competition #Bicycleride #participants #Bhubaneswar #Odisha #ArgusNews