ଆଦିବାସୀ ଅଧ୍ୟୁଷିତ ନୀଳଗିରିର ବଣସୀମା ଅଞ୍ଚଳରେ ଆଦିବାସୀ ଜୀବନଶୈଳୀ, କଳା, ସଂକୃତି, ପରମ୍ପରା ଓ SHG ମହିଳା କାର୍ଯ୍ୟଶୈଳୀକୁ ଶିକ୍ଷା ଗ୍ରହଣ କରିବାପାଇଁ ସୁଦୂର ଇଟାଲୀ ଦେଶର ଯୁବକ ଆଲବର୍ଟ ସିନେଲାଟୋ ନୀଳଗିରିର ଜନମଙ୍ଗଳ ସ୍ବେଚ୍ଛାସେବୀ ସଂଗଠନକୁ ଆସିଛନ୍ତି।
#ArgusNews #Balasore #Nilagiri #italianMan #tribal #lifestyle #tradition #AlbertCinellato #Odisha