ନୀଳଗିରି ସୋନ ନଦୀରୁ ବାଲି ଲୁଟିନେଲେ ମାଫିଆ । ଦିନ ରାତି ଚାଲିଛି ବେଧଡ଼କ ବାଲି ଲୁଟ୍ । ନଦୀ ପଠାରେ ସିସିଟିଭି କ୍ୟାମେରା ଲଗାଯାଇଥିଲେ ମଧ୍ୟ ଏହା ଅଚଳ ଥିବାରୁ ବାଲି ଲୁଟ୍ ରୋକିବାରେ ବିଫଳ ହୋଇଛି ପ୍ରଶାସନ ।
#ArgusNews #SandMafia #Balasore #Nilagiri #Odisha