ରାଜଧାନୀ ଉପକଣ୍ଠ ବାଲିଅନ୍ତା ସିଶିଲୋ ଗାଁର ଆଶିଷ ଓଝା ହତ୍ୟା ମାମଲା । ୩ ଜଣଙ୍କୁ ଗିରଫ କଲା ପୋଲିସ । ଆଉ ଜଣେ ଏବେ ବି ଫେରାର । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ହୋଇଥିଲା ହତ୍ୟାକାଣ୍ଡ । ଅଭିଯୁକ୍ତମାନଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମବ୍ରାଞ୍ଚ ସିନ୍ ରିକ୍ରିଏସନ କରିବ ।
#Bhubaneswar #balianta #AsishOjhaDeathcase #PoliceArrest #scenerecreate #ArgusNews