ଦିଗହରା ବସୁନ୍ଧରା ଯୋଜନା । ୨୬ ବର୍ଷ ହେଲା ହିତଧିକାରୀଙ୍କୁ ପଟ୍ଟା ମିଳିଛି । ହେଲେ ଏଯାଏଁ ହୋଇପାରୁନି ଜମି ଚିହ୍ନଟ । ପ୍ରଶାସନ ନିକଟକୁ ଦୌଡି ଦୌଡି ନୟାନ୍ତ ହିତାଧିକାରୀ । ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଳା ଧର୍ମଗଡ ସହରରୁ । ଦେଖିବା ଏହି ରିପୋର୍ଟ
#BasundharaYojana #landpatta #Kalahandi #Dharmagada #OdishaGovt #ArgusNews