ରାଜ୍ୟ ସରକାର ବିକାଶକୁ ନେଇ ଡିଣ୍ଡିମ ପିଟୁଥିବାବେଳେ ଗ୍ରାଉଣ୍ଡ ଜିରୋରେ ବିକାଶର ବାସ୍ତବ ଚିତ୍ର ସମ୍ପୂର୍ଣ ଅଲଗା । ଆଜି ବି ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ଲୋକ । ଶୁଦ୍ଧ ପାନୀୟ ଜଳ ଗାଁଲୋକଙ୍କ ପାଇଁ ସ୍ୱପ୍ନ ପାଲଟିଛି । ଏ କୌଣସି ଉପାନ୍ତ ଅଞ୍ଚଳର ନୁହେଁ ଭଦ୍ରକ ଜିଲା ବାସୁଦେବପୁର ର ଚିତ୍ର ।
#ArgusNews #WaterProblem #DringingWater #Bhadrak #Basudevpur #PublicIssue #Odisha