ଅସ୍ତ ହେଲେ ସାହିତ୍ୟ ଜଗତର ଉଜ୍ଜବଳ ନକ୍ଷତ୍ର ପଦ୍ମଶ୍ରୀ ଵୀଣାପାଣି ମହାନ୍ତି। ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ସାହିତ୍ୟିକା । କଟକ ସତୀଚଉରା ଶ୍ମଶାସନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯାଇଛି। ପୁତୁରା ପୁତୁରା ବିଶ୍ଵ ଦାସ ମହାନ୍ତି ତାଙ୍କୁ ମୁଖାଅଗ୍ନି ଦେଇଥିଲେ। ସାହିତ୍ୟିକ କୃତୀ ପାଇଁ ଵୀଣାପାଣିଙ୍କୁ 2020 ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା।
#Cuttack #tribute #BinapaniMohanty #RIP #guardofhonour #Odisha #ArgusNews