ଓଡ଼ିଶା ରାଜ୍ୟ କୃଷକ ସଂଗଠନ ତରଫରୁ ଏକ ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଗତ ଖରିଫ ଋତୁରେ ହୋଇଥିବା ଧାନ କିଣା ବିକାରେ ଅବ୍ୟବସ୍ଥା , ମିଲର୍ସ୍ ରାଜ୍ ,ଦଲାଲଙ୍କ ସକ୍ରୀୟତା ବ୍ୟାପକ କଟଣି ଛଟଣି କୁ ବିରୋଧ କୁ ଆଗାମୀ ରବି ଋତୁରେ ଜୋରଦାର ବିରୋଧ କରିବା ପାଇଁ ସଂଗଠନ ପକ୍ଷରୁ ପ୍ରସ୍ତୁତି କରାଯାଉଛି
#baragarh #FarmerAssociation #Protest #KrushakSangathan #ArgusNews