#ବିଦ୍ୟୁତ_ପାଇଁ_କଲେଜ_ଛାତ୍ରୀଙ୍କ_ହଲ୍ଲାବୋଲ
50 ଦିନ ହେବ ଲାଇନ ନଥିବା ଯଗୁଁ OHPC ସମ୍ମୁଖରେ ଧାରଣା ଦେଲେ ବାଲିମେଳା କଲେଜ ଛାତ୍ରୀ । କଲେଜ ହଷ୍ଟେଲ , ନିଳାଦ୍ରିନାଗର ଗ୍ରାମ ଓ ସ୍କୁଲ ହଷ୍ଟେଲରେ ଲାଇନ ନଥିବାରୁ ଗତକାଲିଠାରୁ ohpc ସମ୍ମୁଖରେ ହଲ୍ଲାବୋଲ । ଲାଇନ ନ ଥିବା ଯଗୁଁ କଲେଜ ର ଛାତ୍ରୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତଥାପି ସମସ୍ୟାର ସମାଧାନ କରୁନାହିଁ ohpc ।
#electricity #OHPC #balimelacollege #Odisha #ArgusNews