#ବାଜିରେ_ଲାଗିଛି_ଜୀବନ
#ମୁକୁଳା_ପଡ଼ିଛି_ସୋଲାର_ପାୱାର_ପ୍ରକଳ୍ପ
ସରକାର ବନ୍ୟଜନ୍ତୁ ଓ ଗୃହ ପାଳିତ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି ଓ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଅନେକ ସମୟରେ ନିରୀହ ପଶୁ ପକ୍ଷୀମାନେ ମନୁଷ୍ୟ କୃତ ଭୁଲ ପାଇଁ ମୃତ୍ୟୁ ବରଣ କରୁଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ବନଖଣ୍ଡ ଡାଳିଜୋଡା ରେଞ୍ଜ ଭାଗତପୁର ବନାଅଞ୍ଚଳ ମଣିଆ ଗାଁରେ ।
#cuttack#solar #project #ArgusNews #Odisha