#ମାନବିକତା_ଭୁଲିଗଲା_କି_ମୋ_ପୋଲିସ ?
#ଦିଗହରା_ମୋ_ପୋଲିସ_ର_ନୈତିକ_ଦାୟିତ୍ବ
ଆସନ୍ତାକାଲି ପୁଅର ଜନ୍ମଦିନ। କିନ୍ତୁ ମାଆ ଆଖିରେ ଲୁହ। ଆଜି ନୁହେଁ ପ୍ରାୟ ବର୍ଷେ ହେବ ପୁଅକୁ ଝୁରି ଝୁରି ଏହିପରି ପ୍ରତିଦିନ ଲୁହ ପିଉଛନ୍ତି ମାଆ ମୋହିନୀ। ରାଜଧାନୀର ବହୁ ଚର୍ଚ୍ଚିତ ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ମାଁ ମୋହିନୀ ମିଶ୍ରଙ୍କୁ ପୁଅର ବିୟୋଗ ଯେତେକି ବାଧିନି ତାଠୁ ଅଧିକ ବାଧିଛି ପୁଅକୁ ନ୍ୟାୟ ରାସ୍ତାରେ ପୋଲିସର ବାଧା।
#ArgusNews #MoSarkar #Police #OdishaGovt #Odisha