#ଗୃହିଣୀରୁ_ନିଯୁକ୍ତିଦାତା
ବାନ୍ଧକଳାର ବିନ୍ଧାଣି ଶାନ୍ତିଲତା ମେହେର । ପିଲାଦିନେ ନିଜ ବାପାଙ୍କ ନିକଟରୁ ଶିଖିଥିଲେ ସମ୍ବଲପୁରୀ ବାନ୍ଧକଳା । ବାହାହୋଇ ଶାଶୁ ଘରକୁ ଆସିବା ପରେ ଏ ଦିଗରେ ମନୋନିବେଶ କଲେ । ଦୁଇଜଣ ମହିଳାଙ୍କୁ ନିୟୋଜିତ କରାଇ ସେ ଆରମ୍ଭ କରିଥିବା ଏହି ପାରମ୍ପରିକ କାରିଗରୀ ତାଙ୍କୁ ସ୍ୱାବଲମ୍ବୀ କରାଇବା ସହିତ ଅନ୍ୟ ୨୩ ଜଣ ମହିଳାଙ୍କୁ ଦେଇଛି ଜୀବିକା ।
#Sambalpur #Binika #GoodNews #Odisha #ArgusNews