ଗରିବ ଅସହାୟଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା । ହେଲେ ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ଏହାର ଲାଭ । ଚଞ୍ଚକତା କରି ଅଯୋଗ୍ୟ ନେଉଛନ୍ତି ଫାଇଦା ଆଉ ଦୁଃଖ କଷ୍ଟରେ କଟୁଛି ଯୋଗ୍ୟ ହିତାଧିକାରୀଙ୍କ ଜୀବନ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକରୁ ଆସିଛି ଏଭଳି ଏକ ଦୃଶ୍ୟ ।
#Puri #fani #cyclone #affected #sukantibhoi #ArgusNews #Odisha