ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ। କ୍ଷେତରେ ବର୍ଷ ତମାମ ପରିଶ୍ରମ କରି ଚାଷୀ ଫଳାଇଥିବା ସୁନାର ଫସଲକୁ ହାତୀ ଦଳି ନଷ୍ଟ କରୁଛି । ହାତୀ ଦାଉରୁ ଫସଲକୁ ସୁରକ୍ଷା ଦେବାକୁ ଗଛ ଉପରେ ମଞ୍ଚା କରି ଦିନ ରାତି ଜଗି ରହୁଛି ଚାଷୀ। ଅଭିଯୋଗ ପରେ ହାତୀ ଘଉଡାଇବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ବନ ଖଣ୍ଡ ଅଧିକାରୀ।
#Elephant #CropDamage #ForestDepartment #farmersIssue #Ganjam #Odisha #ArgusNews