ଗଞ୍ଜାମ ପୋଲସରାରେ ପ୍ରସିଦ୍ଧ ମା’ଗୈାରିଆମ୍ମାଙ୍କ ଯାତ୍ରା ଅନୁଷ୍ଠିତ ହୋଇଛି । ବହୁ ପୁରାତନ କାଳରୁ ଏଠାରେ ଏହି ପୂଜା ପାଳନ କରାଯାଉଛି । ମହାମାରୀରୁ ବଞ୍ଚାଇବା ପାଇଁ ଡ଼େରା ସମ୍ପ୍ରଦାୟର ଲୋକେ କରନ୍ତି ମା’ଙ୍କ ପୂଜା।
#maagouriamma #Ganjam #Polsara #Devotees #worship #Odisha #ArgusNews