ଏବେ ଧିରେ ଧିରେ ଥଣ୍ଡା ବଢୁଛି । ପିକ୍ ନିକ୍ ଋତୁ ଆସିଗଲାଣି । ପର୍ଯ୍ୟଟନସ୍ଥଳୀ ଗୁଡିକରେ ଲୋକଙ୍କ ଭିଡ ଜମିବ । ବଣ ଜଙ୍ଗଲ ପାହାଡ ଝରଣା ଥିବା ସ୍ଥାନ ମାନଙ୍କରେ ଲୋକଙ୍କ ଭିଡ ଜମିବ । ଏମିତିକି ଏହା ଅନେକ ଥର ଦେଖିବାକୁ ମିଳେ ଯୁବପିଢି ଫଟୋ ଉଠାଇବାକୁ ସମ୍ବେଦଳଶୀଳ ସ୍ଥାନକୁ ବି ଛାଡନ୍ତିନି । ଫଳରେ ନିଜ ଜୀବନକୁ ବିପଦ ମୁହଁକୁ ଠେଲି ଦିଅନ୍ତି । ଏନେଇ ବାରମ୍ବାର ସଚେତନ କରାଯିବା ସତ୍ତ୍ୱେ ବି ମାନୁ ନାହାନ୍ତି ଯୁବପିଢି ।
#picnic #tourism #selfie #crowd #picnicspot #life #ArgusNews