#ପ୍ରଦୀପ_ପାଣିଗ୍ରାହୀଙ୍କୁ_ଝଟ୍କା
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍କା। ହାଇକୋର୍ଟ ଦେଇଥିବା ରାୟ ସୁପ୍ରିମକୋର୍ଟରେ ଖାରଜ। ଲୋକାୟୁକ୍ତ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇପାରିବେନି କହିଥିଲେ ହାଇକୋର୍ଟ।
#ArgusNews #GopalpurMLA #PradeepPanigrahi #SupremeCourt #VigilanceInvestigation #Odisha