ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବିକାଶ କଥା କହୁଛନ୍ତି କିନ୍ତୁ କଣ ରାଜ୍ୟ ସରକାର କହୁଥିବା କଥା ଅନୁସାରେ ବାସ୍ତବରେ ଦୁର୍ଗମ ଅଞ୍ଚଳରେ ଥିବା ଗାଁ ଗୁଡିକରେ ବିକାଶ ପହଁଚୁଛି ନା ସରକାରଙ୍କ ସବୁ ଯୋଜନା ବାଟମଣା ହେଉଛି ଯାହାର ବାସ୍ତବ ଚିତ୍ର ପରଖିବାକୁ ସହର ପାଖରେ ଥିବା ଉପାନ୍ତ ଗ୍ରାମରେ ପହଞ୍ଚିଲା ଆମ ଅର୍ଗସ ଟିମ
#OdishaGovt #Tribalarea #underdevelopment #govtscheme #ArgusNews