#ଜିତିବରେ_ଜିତିବ_ଓଡିଶା_ମାଟିରେ_ଇତିହାସ_ରଚିବ
ହକି ବିଶ୍ୱକପକୁ ନେଇ ଉତ୍ସବମୁଖର ସାରା ରାଜ୍ୟ । ଭୁବନେଶ୍ୱର ଏବଂ ରାଉରକେଲାରେ ଖେଳା ଯାଉଥିବା ଏହି ମହାକୁମ୍ଭକୁ ଆଜି ଭୁବନେଶ୍ୱର ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ମାନେ କ୍ୟାମ୍ପସ ପରିସରରେ ଟିମ ଇଣ୍ଡିଆକୁ ହକି ବିଶ୍ୱକପ ପାଇଁ ଶୁଭେଚ୍ଛା ଜଣାଇବା ସହ ଚଳିତ ବର୍ଷ ହକି ବିଶ୍ୱକପ ଭାରତ ଜିତିବ ବୋଲି ବେଶ ଆଶାବାଦୀ ଅଛନ୍ତି ।
#ArgusNews #HockeyWorldCup2023 #Bhubaneswar #ASTHASchoolOfManagement #indiateam #Odisha