ଆଇ ଡବ୍ଲ୍ୟୁ ଇସି ଏବଂ ଏମଏସଏମଇ ଡେଭଲପମେଣ୍ଟ ଇନ୍ସଟିଟ୍ୟୁଟ ପକ୍ଷରୁ ଏମଏସଇ- ସିଡିପି ସ୍କିମ ଓ ନିବେଶକ ଉପରେ ସଚେତନତା ଅଧିବେଶନ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଇସିସି ଚାପ୍ଟରର ରାଜ୍ୟ ମୁଖ୍ୟ ଜ୍ୟୋତି ପ୍ରକାଶ ପାଲ, ଚିଡ଼ାତ୍ମିକା ଖଟୁଆ ପ୍ରମୁଖ ଯୋଗଦାନ କରିଥିଲେ ।
#MSECDPSchemes #investors #AwarenessSessions #IWEC #MSMEDevelopmentInstitute #Bhubaneswar #Odisha #ArgusNews