ରଥ ବାହିଲା ଆଉ ଜଣେ ସାଲବେଗ !
ଭକତ ଭାବରେ ବନ୍ଧା କାଳିଆ ସାଆନ୍ତ l ତା ଭକ୍ତିରେ କି ଯାଦୁ ଅଛି କେଜାଣି । ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସଭିଏଁ ବିଭୋର ତା ପ୍ରେମରେ l ଯେମିତି ଏଇ ମୁସଲମାନ୍ ଭକ୍ତ ଆଫତାବ।
#Odisha #ArgusNews #Nayagarh #AftabHussen #SriJagannath #RathaYatra2022 #ArgusNews