କେନ୍ଦୁଝର ଘଟଗାଁ ବନାଞ୍ଚଳ ଅନ୍ତର୍ଗତ ମେଲାଣ ଗ୍ରାମ ନିକଟରୁ ହାତୀ ଦାନ୍ତ ଜବତ ଘଟଣା । ଆଉ ଦୁଇଜଣକୁ ଗିରଫ କଲା ଘଟଗାଁ ବନବିଭାଗ। ଗିରଫ ଅଭିଯୁକ୍ତ ହେଲେ ମେଲାଣ ଗ୍ରାମର ଭଦ୍ର ମାଙ୍କଡିଆ ଓ ସୁଦାମ ମାଙ୍କଡିଆ ।
#ArgusNews #Keonjhar #ElephantTeeth #arrested #Odsha