#ରାଜ୍ୟରେ_ପୁଣି_ଫେରିବ_କି_ମାଣ୍ଡିଆର_ମହକ ?
#ମାଣ୍ଡିଆ_ହଟାଇବ_କି_ଓଡ଼ିଶାରୁ_ଅପପୁଷ୍ଟିର_ଅପବାଦ ?
ମାର୍ଗଶିର ପ୍ରଥମ ଗୁରୁବାରରେ ରାଜ୍ୟରେ ପାଳନ ହେବ ମାଣ୍ଡିଆ ଦିବସ। ମାଣ୍ଡିଆର ଉପକାରିତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ଆୟୋଜନ ହେବ ଅନେକ କାର୍ଯ୍ୟକ୍ରମ।
#MandiaDivas #Preparation #Odisha #ArgusNews