ଆଦିମ ଜନଜାତି ଙ୍କୁ ଅଣଦେଖା, ଆବାସ ଯୋଜନାରୁ ବଞ୍ଚିତ ଵହୁ ଯୋଗ୍ୟ ହିତାଧିକାରୀ। ଭଙ୍ଗା ଚାଳିଆରେ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି । ଦେଖନ୍ତୁ କିଭଳି ଆଦିମ ଜନଜାତି ଖଡିଆ ସମ୍ପ୍ରଦାୟର ପରିବାର ଜୀବନ କାଟୁଛନ୍ତି।
#ArgusNews #Mayurbhanj #Morada #awasscam #tribals #ScheduledTribes #Odisha