#ଚିକିତ୍ସା_ଲାଗିର୍_ପଏସା_ସାଜିଛେ_ବାଧକ
କ୍ୟାନସର୍ ରୁଗେ ପଡି ମରନ୍ ସାଙ୍ଗେ ଲଢୁଛନ୍ କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ କଦଲୀପାଲ୍ ଗାଁର୍ ଭଣ୍ଟୁ ନାଏକ। ସେ ଏବେ ଶଯ୍ୟାଶାୟୀ । ହାତେ ପଏସା ନାଇନ୍, ନା ହିଁ ଖାଇବାକେ ବି ପାଖେ କିଛି ଅଛେ । ନିଜର୍ ଲୋକେ ପର କରିଦେବା ପରେ ଶେଷନେ ମଶାନ ପଦାର୍ ଭଙ୍ଗାଘର ଭଣ୍ଡୁଙ୍କର୍ ଶେଷ୍ ଠିକନା ପାଲଟିଛେ ।
#sambalpur #familyissue #Homeproblem #Odisha #ArgusNews