ନୂଆପଡ଼ାର ବାଲ୍ୟବିବାହ ଓ କୁସଂସ୍କାର ବିନାଶିନୀ ସୁଶ୍ରୀ ଯଶୋଦା ପାଣ୍ଡେ । ଖେଳଣା ଧରିବା ବୟସରେ ଧରିଥିଲେ ସମାଜ ସୁଧାର ପାଇଁ ଆନ୍ଦୋଳନର ରାସ୍ତା । ତାଙ୍କୁ ସମ୍ମାନିତ କରାଗଲା ଅର୍ଗସ ନ୍ଯୁଜର 'ପ୍ରାଇଡ ଅଫ ଓଡ଼ିଶା ସମ୍ମାନ' ଉତ୍ସବରେ ।
#prideofodisha #PrideOfOdishaSammanUtsav #awardshow #awardee #yashodapandey #culturalprogram #odisha #ArgusNews