ସରିଲା ନାର୍କୋ ଟେଷ୍ଟ, ଆଜି ଗୋପାଳକୁ ଝାରସୁଗୁଡାକୁ ଅଣାଯିବ। ୧୩ତାରିଖରେ ଗୋପାଳକୁ ଝାରସୁଗୁଡା କୋର୍ଟରେ ହାଜର କରାଯିବ। ଗତକାଲି ଗୋପାଳକୁ ନାର୍କୋ ଟେଷ୍ଟ ପୂର୍ବରୁ ଦିଆଯାଇଥିବା ଇଞ୍ଜେକସନ୍ ପାଇଁ ଦିର୍ଘ ସମୟ ପାଇଁ ସେ ଅଚେତ ଥିଲା ।
#ArgusNews #BJD #NabaDas #DeathIssue #CrimeBranch #CBI #Jharsuguda #Odisha