ଟ୍ରେଲର ଦେଖୁଛନ୍ତି, ପୁରା ଫିଲ୍ମ ଦେଖିବେ !
ନବ ନିର୍ମାଣ କୃଷକ ସଙ୍ଗଠନର ହଲାବୋଲ । ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ କୃଷକ । ଟାଟା ପାୱାର ହାତରୁ ବିଦ୍ୟୁତ ବିଭାଗ ଅଣାଯାଉ ଏବଂ କୃଷକଙ୍କ ପେନସନ ଦିଆଯାଉ ବୋଲି ଦାବି କରିଛି ସଙ୍ଘ
#ArgusNews #Bhubaneswar #NabaNirmanaKrushakSangathan #Odisha