#ପ୍ରଶାସନର_ଅଜବ_ନୀତି
#ସଧବାଙ୍କୁ_ବିଧବା_ଭତ୍ତା
ଇଏ ହେଉଛନ୍ତି, କେନ୍ଦ୍ରାପଡା ଆଳି ବ୍ଲକ ନଳପାହି ଗାଁର ରମ୍ଭାବତୀ ପରିଡା।... ସ୍ବାମୀ ରଙ୍ଗାଧର ପରିଡାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁଥିବା ବେଳେ ରମ୍ଭାବତୀ ପାଉଛନ୍ତି ବିଧବା ଭତ୍ତା l ସ୍ବାମୀ ବଞ୍ଚିଥିବା ବେଳେ ବିଧବା ଭତ୍ତା କାହିଁକି ବୋଲି କ୍ଷୋଭର ସହ କହିଛନ୍ତି ରମ୍ଭାବତୀ
#Pension #Kendrapara #Odisha #ArgusNews